IIMS Nayagarh

recent updates

Admission Open For 2026-27 Batch.     |     Feel free to contact us. Call: +91 9776423909, +91 9937952025     |     Email: iims.jsw@gmail.com

recent updates

Admission Open For 2025–26 Batch.     |     Feel free to contact us. Call: +91 9776423909, +91 9937952025     |     Email: iims.jsw@gmail.com

News

Nov-10, 2025 ଦିନ ଆଇ.ଆଇ.ଏମ୍‍.ଏସ୍‍. କଲେଜ, ଇଟାମାଟି, ନୟାଗଡ଼ ର ସ୍ନାତକ (Bachelor of Social Work-BSW) ର ଛାତ୍ର/ଛାତ୍ରୀମାନେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗ, ଭାରତ ସରକାର ଦ୍ବାରା ପରିଚାଳିତ ସେବା, ବୌଦ୍ଧିକ ଭିନ୍ନକ୍ଷମ ଶିଶୁମାନଙ୍କ ସ୍ବତନ୍ତ୍ର ବିଦ୍ୟାଳୟ, ନୟାଗଡ଼କୁ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ । ଏଥିରେ ସେବା ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବୈକୁଣ୍ଠ ନାଥ ମହାପାତ୍ର ଏବଂ ତାଙ୍କର ଶିକ୍ଷକ ଓ ସହକର୍ମୀ ଗଣ ଆଇ.ଆଇ.ଏମ୍‍.ଏସ୍‍. କଲେଜର ଛାତ୍ରୀ/ଛାତ୍ରୀଙ୍କୁ ଭିନ୍ନ କ୍ଷମ ପିଲାମାନଙ୍କର ଅସୁବିଧା ଏବଂ ଧର୍ଯ୍ୟର ସହିତ ତାଙ୍କୁ ବୁଝିକି ଦେଖାଶୁଣା କରିବାର ତାଲିମ ପ୍ରଦାନ କରିଥିଲେ । ଏହି ପରି ଶୈକ୍ଷିକ ଗସ୍ତ ଆମ୍ଭମାନଙ୍କର ଭାବାତ୍ମକ ବିଚକ୍ଷଣତାକୁ ବଢାଇଛି ବୋଲି ଛାତ୍ର ଛାତ୍ରୀମାନେ ମତ ପ୍ରକାଶ କରି ସେବା ସଂସ୍ଥା, ନୟାଗଡକୁ କୄତଜ୍ଞତା ଜ୍ଞାପନ କଲେ । ଆଇ.ଆଇ.ଏମ୍‍.ଏସ୍‍. କଲେଜ ତରଫରୁ ଭିନ୍ନକ୍ଷମ ପିଲାମାନଙ୍କୁ ଖାଦ୍ୟ ବଣ୍ଟନ କରିବା ସହ ଆର୍ଥିକ ରାଶି ସହଯୋଗ କରାଯିବ ବୋଲି ସଭାପତି sunjeet ରୋଷନ୍ ପଟ୍ଟନାୟକ ଓ ସମ୍ପାଦକ ଶିଶିର କୁମାର ପଟ୍ଟନାୟକ ମହୋଦୟ ଆଶ୍ଵାସନା ଦେଇଛନ୍ତି।
25 May 2022
25 May 2022

Take the First Step
Toward a Bright Future!

Fill out the form to learn more about our programs, admissions, and opportunities customized just for you!

Name

Ready to shape your future with IIMS?

Discover The Path To Excellence!

Years
0 +
Faculties
0 +
Placement
0 +
Scroll to Top